www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଟକ: ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ଛାତ୍ରଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର.. ମଧୁପାଟଣାର ଏକ ଘର ଭିତରୁ ମୃତଦେହ ଉଦ୍ଧାର କଲା ପୁଲିସ.. ଛାତ୍ର ଜଣଙ୍କ କେନ୍ଦ୍ରାପଡ଼ାର, ଖପୁରିଆସ୍ଥିତ ଆଇଟିଆଇରେ ପଢୁଥିଲେ..

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସନ୍ତରିକା ପ୍ରତ୍ୟାଶା ରାୟଙ୍କୁ ମିଳିଲା ସ୍ବର୍ଣ୍ଣପଦକ.. ୪୦୦ ମିଟର ଫ୍ରିଷ୍ଟାଇଲ୍ ଏବଂ ବ୍ୟାକ ଷ୍ଟ୍ରୋକ ୧୦୦ ମିଟରରେ ସ୍ବର୍ଣ୍ଣପଦକ ଜିତିଲେ ପ୍ରତ୍ୟାଶା..

- Advertisement -

ଆସନ୍ତା ୨୨ରୁ କଳାବ୍ୟାଚ ପରିଧାନ କରିବେ ଅଗ୍ନିଶମ କର୍ମଚାରୀ..

ଗଞ୍ଜାମ : ଘର ଭିତରୁ ମାଆ ଓ ୭ ବର୍ଷ ପୁଅର ମୃତଦେହ ଉଦ୍ଧାର..

କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିବ ଇଡି..

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ..

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା.. ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ ବିକ୍ଷୋଭ..

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ.. ୧୫ଦିନରେ ହତ୍ୟା କରିବା ପାଇଁ ଲାଗିଛି ପୋଷ୍ଟର..

ଉତ୍ତରପ୍ରଦେଶରେ କଳ୍‌କୀ ଧାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ.. ୫ବର୍ଷରେ ଶେଷ ହେବ କାମ..

ମଧ୍ୟପ୍ରଦେଶର ଗୁନା ଜିଲ୍ଳାରେ ବାହାଘର ଉତ୍ସବରେ ମହୁମାଛି ଆତଙ୍କ.. ଆଇସିୟୁରେ ଭର୍ତ୍ତି ହେଲେ କିଛି ଅତିଥି..

ହିନ୍ଦୋଳ : ବାଇକ ଦୁର୍ଘଟଣାରେ ଚାଲିଗଲା ଫରେଷ୍ଟରଙ୍କ ଜୀବନ..

ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍‌.. କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍‌ ସେବା ..

ପାଟଣାରେ ପାଇଖାନା ଛାତ ଖସି ୨ ଜଣ ଛାତ୍ର ଗୁରୁତର..

ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ.. ଚଳିତ ବର୍ଷ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ.. କପି ଜଗିବ ଏ.ଆଇ କ୍ୟାମେରା..

୨୪ ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିପାରେ କଂଗ୍ରେସ.. ଏନେଇ ସୋମବାର ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି..

ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣା: ୫ ଅଭିଯୁକ୍ତ ଗିରଫ.. ଶନିବାର ଦିନ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଠାବ ହୋଇଥିଲା..

ଜଳେଶ୍ବରରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ..

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories