www.samajalive.in
Saturday, December 13, 2025
26.1 C
Bhubaneswar

ବସକୁ ଧକ୍କା ଦେଲା ଡମ୍ପର: ଦୁଇ ଆହତ

କାମାକ୍ଷାନଗର: ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ଅଭାବନୀୟ ଘଟଣା ଘଟିଛି। ଗୋପୀନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ କୁ ଡମ୍ପର ଧକ୍କା ଦେଇଛି। ବସ୍‌ରେ ଥିବା ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମାତ୍ର ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବସ୍‌ଟି ଟାଟା ମାଇନ୍ସରୁ ଭୁବନେଶ୍ବରକୁ ଯାଉଥିଲା। ଦୁର୍ଘଟଣା ପରେ ରାସ୍ତାରେ ଶତାଧିକ ଗାଡିମଟର ଅଟକି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories