www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଖୁବ୍ ଶୀଘ୍ର ପୁରୀ-ଅଯୋଧ୍ୟା ଟ୍ରେନ୍.. ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍.. ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ.. ଜୁଲାଇ-ଅଗଷ୍ଟ ମାସରେ ଟ୍ରେନର ହେବ ଶୁଭାରମ୍ଭ..

୨୦୨୪ ନିର୍ବାଚନ ପାଇଁ ଆବଶ୍ୟକ ୩ ଲକ୍ଷ ୪୦ ହଜାର କେନ୍ଦ୍ରୀୟ ସୁରକ୍ଷା ବଳ..

- Advertisement -

୩ୟ ଟେଷ୍ଟ: ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଶତକ, ପ୍ରଥମ ଦିନରେ ଭାରତ ୩୨୬/୫..

ଆସିଫ୍ ଅଲ୍ଲୀ ଜର୍ଦାରୀ ଦ୍ୱିତୀୟ ଥର ପାଇଁ ହୋଇପାରନ୍ତି ପାକିସ୍ତାନର ରାଷ୍ଟ୍ରପତି..

ଫେବ୍ରୁଆରି ୧୬ରୁ +୨ ପରୀକ୍ଷା..

ଖଣ୍ଡଗିରି ମେଳା, ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ – ବିଏମସି..

ଶୁକ୍ରବାରଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା..

ଓଲିଉଡ଼ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ..

‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାରେ ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଦଶପଲ୍ଲାରେ ଅଭାବନୀୟ ଘଟଣା.. ଘରେ ପଶି ଦମ୍ପତ୍ତିଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍..

ଭୁବନେଶ୍ବର ଓ କଟକରେ ଘନ କୁହୁଡି .. ପ୍ରବଳ କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ..

ଗୁରୁବାରଠୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ..

ଆଜିଠାରୁ ଭାରତ ଓ ଇଂଲଣ୍ଡର ତୃତୀୟ ଟେଷ୍ଟ..

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଆରଟିଓ..

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାର ୧୦ଟି ସ୍ଥାନରେ ଚଢଉ..

ବିଧାୟକଙ୍କ ଘରେ ଇଡି ଚଢଉ.. ଭଦ୍ରକ ସହରର ୪ଟି ସ୍ଥାନରେ ଚଢଉ.. ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ରେଡ..

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ.. ଏକାଧିକ ଏସଓଜି ଯବାନ ଗୁରୁତର..

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅଶ୍ବିନୀ ବୈଷ୍ଣବ..

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories