www.samajalive.in
Sunday, December 7, 2025
14.1 C
Bhubaneswar

୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ

ରାୟପୁର: ଏନଆଇଏ କୋର୍ଟ ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି। ଛତିଶଗଡ ସୁକମାରେ ୧୪ ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣାରେ ରାୟ ମିଳିଛି। ୨୦୧୪ ମାର୍ଚ୍ଚ ୧୧ ତାରିଖରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ଗୁଳି କରିଥିଲେ।  ଏଥିରେ ୧୧ ଜଣ ସିଆରପିଏଫ୍ ଯବାନ , ୪ ପୁଲିସ  ଏବଂ ଜଣେ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଥିଲା। ସୁରକ୍ଷାକର୍ମୀମାନେ ଯାଉଥିବାବେଳେ ମାଓବାଦୀମାନେ ଚାରିଆଡୁ ଘେରି ରହିଥିଲେ। ମଙ୍ଗଳବାର ଏନଆଇଏ କୋର୍ଟ ସମ୍ପୃକ୍ତ ଥିବା ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories