www.samajalive.in
Saturday, December 6, 2025
15.1 C
Bhubaneswar

ଗଣତନ୍ତ୍ରର ଚର୍ଚ୍ଚା ହେଲେ ମନମୋହନ ସିଂ ନିଶ୍ଚିତ ମନେପଡିବେ-ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଗୁରୁବାର ରାଜ୍ୟସଭାରେ ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ଉଭୟ ଗୃହ ଓ ଦେଶ ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହା ସହ କହିଛନ୍ତି ଯେ ଯେତେବେଳେ ଗଣତନ୍ତ୍ର ବିଷୟରେ ଆଲୋଚନା ହେବ ସେତେବେଳେ ସେ ନିଶ୍ଚିତ ମନେପଡିବେ । ସେ ୬ଥର ଗୃହର ସଦସ୍ୟ ରହିଥିଲେ, ଗୃହର ଜଣେ ସଦସ୍ୟ ଭାବେ ତାଙ୍କର ବଡ ଯୋଗଦାନ ରହିଥିଲା । ଅନେକ ଥର ସେ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ଏପରିକି ସେ ହ୍ୱିଲଚେୟାରରେ ଆସି ଭୋଟ୍‍ ଦେଇଛନ୍ତି । ଯାହାକି ଲୋକତନ୍ତ୍ରକୁ ଶକ୍ତି ଦେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories