www.samajalive.in
Tuesday, December 9, 2025
16.1 C
Bhubaneswar

ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ

ଭୁବନେଶ୍ବର: ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ତୃତୀୟ ଦିନ। ଗୁରୁବାର ଝାରସୁଗୁଡାରେ ରାହୁଲ ଗାନ୍ଧୀ ପଦଯାତ୍ରା କରିବେ । ପରେ ସେଠାରୁ ଛତିଶଗଡ ଅଭିମୁଖେ ବାହାରିବେ । ବୁଧବାର ରାଉରକେଲାର ଉଦିତନଗର ପାନପୋଷ ଚକ ରାଜଗାଙ୍ଗପୁରରେ ପଦଯାତ୍ରା ଏବଂ ସାଧାରଣ ସଭା କରିଥିଲେ। ପରେ କୁତ୍ରା ଏବଂ ବଡଗାଁ ଦେଇ ସୁନ୍ଦରଗଡରେ ପହଞ୍ଚିବା ପରେ ଝାରସୁଗୁଡା ଯାଇଥିଲେ। ବୁଧବାର ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ରାହୁଲ ବିଜେପି ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ତେଣୁ ଗୁରୁବାର ମଧ୍ୟ ସମାନ ଢଙ୍ଗରେ ବିଜେପି ଏବଂ ବିଜେଡି ବିରୁଦ୍ଧରେ ବର୍ଷିବା ନେଇ ଅନୁମାନ କରାଯାଉଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories