www.samajalive.in
Saturday, December 6, 2025
14.1 C
Bhubaneswar

ଅଭିନବ ଉପାୟରେ ଚୋରି, ଟ୍ରକରେ ଆସି ଟ୍ରକରୁ ଡିଜେଲ ଚୋରି କଲେ ଦୁର୍ବୃତ୍ତ

ପାଟଣା : ଅଭିନବ ଉପାୟରେ ଚୋରି।୧୨ ଚକିଆ ଟ୍ରକରେ ଆସି ୩ ଟ୍ରକରୁ ଦୁର୍ବୃତ୍ତ ଡିଜେଲ ଚୋରି କରିଛନ୍ତି। କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରର କଟରାବେଡା ନିକଟରେ ବିଳମ୍ବିତ ରାତିରେ ଗୋଟିଏ ୧୬ ଚକିଆ ଟ୍ରକର ଟାୟାର ପମ୍ପଚର ହେବରୁ ସେଠାରେ ଥିବା ଏକ ଟାୟାର ଦୋକାନ ନିକଟରେ ୩ଟି ଟ୍ରକକୁ ରଖି ଚାଳକ ଶୋଇ ଯାଇଥିଲେ । ରାତି ପାଖାପାଖି ୨ଟା ସମୟରେ ଏକ ଲାଲ ରଙ୍ଗର ୧୨ ଚକିଆ ଟ୍ରକରେ ୧୦ ଜଣ ଦୁର୍ବୃତ୍ତ ପହଞ୍ଚି ୩ଟି ଟ୍ରକର ଡିଜେଲ ତେଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ତେଲ ଚୋରି ସମୟରେ ପ୍ରତିବାଦ କରିବାରୁ ଗୋଟିଏ ଗାଡିର ଚାଳକ ଓ ସହାୟକକୁ ଦୁର୍ବୃତ୍ତ ମାନେ ପ୍ରବଳ ମାରିଛନ୍ତି । ତେବେ ୨୦ ନମ୍ବର ଜାତୀୟ ରାଜପଥରରେ ଦୈନିକ ଡିଜେଲ ଚୋରି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସ ହାତରେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଘଟଣାରେ କୌଣସି ଦୁର୍ବୃତ୍ତ ଧରାପଡି ନାହାଁନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories