ଗଞ୍ଜାମ: ଆସିକା ରେଞ୍ଜର ଧରାକୋଟ ଓ ଷଡଙ୍ଗିପଲ୍ଲୀରେ ଆତୀ ଆତଙ୍କ। ୧୨ଟିକିଆ ହାତୀ ପଲ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଆତଙ୍କ ଖେଳାଇଛନ୍ତି। ତେବେ ହାତୀମାନଙ୍କୁ ରୋକିବା ପାଇଁ ସନ୍ଧ୍ୟାରେ ଗାଁରେ ବିଦ୍ୟୁତ କାଟ କରାଯାଉଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଧରାକୋଟ, ଆସିକା, ସେରଗଡ ଓ ଷଡଙ୍ଗୀପାଲି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡାଇବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରୁଛନ୍ତି।
Popular Categories



