www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ନ କଲେ ବାହାରକୁ ଯିବା ମନା – ମହିଳାଙ୍କ ଉପରେ ତାଲିବାନୀ କଟକଣା

ଡେସ୍କ: ଜାତିସଂଘ କହିଛି ଯେ ତାଲିବାନ, ଆଫଗାନିସ୍ତାନର ଅବିବାହିତ କିମ୍ବା ପୁରୁଷ ଅଭିଭାବକ ନ ଥିବା ମହିଳାଙ୍କ କାର୍ଯ୍ୟକ୍ଷେତ୍ର, ଯାତ୍ରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାତିସଂଘର ରିପୋର୍ଟ ଅନୁଯାୟୀ, ଅବିବାହିତ ଆଫଗାନିସ୍ତାନ ମହିଳାଙ୍କ ଉପରେ ତାଲିବାନ କଟକଣା ଜାରି କରୁଛି। ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ଘଟଣାରେ ମନ୍ତ୍ରଣାଳୟର ଅଧିକାରୀମାନେ ଯଦି ଜଣେ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବାରେ ଚାକିରି ଜାରି ରଖିବାକୁ ଚାହାନ୍ତି ତେବେ ତାଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଛନ୍ତି।

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

- Advertisement -

ତାଲିବାନ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ ବାରଣ କରିଛି ଏବଂ ୨୦୨୧ ମସିହାରେ କ୍ଷମତା ଗ୍ରହଣ କରିବା ପରେ ଝିଅମାନଙ୍କୁ ଷଷ୍ଠ ଶ୍ରେଣୀରୁ ଅଧିକ ପଢ଼ିବା ପାଇଁ ବିଦ୍ୟାଳୟକୁ ଯିବାକୁ ବାରଣ କରିଛି। ତାଲିବାନ ମଧ୍ୟ ପାର୍ଲର ବନ୍ଦ କରି ଡ୍ରେସ କୋଡ ଲାଗୁ କରିବା ଆରମ୍ଭ କରିଛି। ଯେଉଁ ମହିଳାମାନେ ସେମାନଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି, ହିଜାବର ଆଖ୍ୟା ଦେଇ ସେମାନଙ୍କୁ ଗିରଫ କରାଯାଉଛି।

https://news.un.org/en/story/2024/01/1145782#:~:text=Hundreds%20of%20Afghan%20women%20were,undermining%20their%20basic%20human%20rights.

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories