ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅଶାନ୍ତିର ପରିସମାପ୍ତି ଘଟିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜ ବଂଶୋଦ୍ଭବ ପୂଜ୍ୟ ହେବେ। ନାନା ସୁନ୍ଦର ବସ୍ତୁ ଲାଭ ହୋଇପାରେ। ତୀର୍ଥ ସୁଖ ମିଳିବ। ସୁନ୍ଦର ବସ୍ତୁ ଲାଭ ହୋଇପାରେ। ବୃଷ: ବ୍ୟବସାୟରୁ ଧନାଗମ ହେବ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ନୃପ ପ୍ରଧାନ, ଉତ୍ତମ ଗୁଣ ଓ ନୀତିଯୁକ୍ତ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମର ମୁରବି ହୋଇପାରନ୍ତି। ମିଥୁନ : ଆୟ ଆଶାନୁରୂପ ହେବ। ଚିନ୍ତାଧାରା ଉଚ୍ଚକୋଟୀର ହେବ। … Continue reading ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ମଙ୍ଗଳବାର ରାଶିଫଳ