www.samajalive.in
Monday, December 8, 2025
24.1 C
Bhubaneswar

ରୁଦ୍ରାକ୍ଷ ମାଳା ଜପ କରିବାର ମହତ୍ତ୍ବ

ରୁଦ୍ରାକ୍ଷ ଏକ ବିଶେଷ ପ୍ରକାର ଗଛରୁ ମିଳିଥାଏ। ଏହା ଖାସ କରି ପାହାଡିଆ ଅଞ୍ଚଳରେ ମିଳିଥାଏ। ହିନ୍ଦୁ ଶାସ୍ତ୍ରରେ ରୁଦ୍ରାକ୍ଷର ଅନେକ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ରୁଦ୍ରାକ୍ଷ ଭଗବାନ ଶିବଙ୍କର ଆଭୂଷଣ ଅଟେ। ଘରେ ରୁଦ୍ରାକ୍ଷ ରଖିବା ଦ୍ବାରା ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମନ୍ତ୍ର ଜପ କରିବା ସମୟରେ ରୁଦ୍ରାକ୍ଷ ମାଳା ବ୍ୟବହାର କରାଯାଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କର କୌଣସି ସମସ୍ୟା ହୋଇନଥାଏ।

ମନ୍ତ୍ର ଜପ କରିବା ସମୟରେ ରୁଦ୍ରାକ୍ଷର ମାଳା ବ୍ୟବହାର କରିବା ଶୁଭ ଅଟେ। ରୁଦ୍ରାକ୍ଷକୁ ସର୍ବଦା ହାତରେ ଧାରଣା କରିବା ଉଚିତ। ଏହାଦ୍ବାରା ବ୍ୟକ୍ତିଙ୍କ ଉପରେ ଗୃହଦୋଷ ପଡି ନଥାଏ। ରୁଦ୍ରାକ୍ଷକୁ ହାତରେ ଧାରଣ କରିବା ଦ୍ବାରା ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କ ଆଭୂଷଣକୁ ହାତରେ ରଖି ପୂଜା କରିବା ଦ୍ବାରା ଅନେକ ଲାଭ ମିଳିବା ସହ ଶୁଭ ଫଳ ମିଳିଥାଏ।

- Advertisement -

କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ମନ୍ତ୍ର ଜପ କରିବା ସମୟରେ ବିଭିନ୍ନ ପ୍ରକାର ମାଳାର ବ୍ୟବହାର କରିଥାଆନ୍ତି। କିନ୍ତୁ ତୁଳସୀ ଓ ରୁଦ୍ରାକ୍ଷ ମାଳାର ବ୍ୟବହାର କରିବା ବିଶେ​‌ଷ ମହତ୍ତ୍ବ ରଖିଥାଏ।

ତୁଳସୀ ମାଳା ବ୍ୟବହାର କରିବାର ଅନେକ କାରଣ ରହିଛି। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀ ମାଳା ଦ୍ବାରା ଜପ କରିବା ଦ୍ବାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି। ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଜୀବନରେ କୌଣସି ବାଧାବିଘ୍ନର ସମ୍ମୁଖୀନ ହୋଇନଥାଆନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories