www.samajalive.in
Saturday, December 6, 2025
15.1 C
Bhubaneswar

ଡନ୍‌‌-୩ରେ ଖଳନାୟକ ସାଜିବେ ଇମ୍ରାନ ହାସ୍‌‌ମି

ମୁମ୍ବାଇ: ଡନ-୩କୁ ନେଇ ସିନେ ପ୍ରଶଂସକ ମାନେ ବହୁତ ଦିନ ଧରି ଅପେକ୍ଷାରତ। ଫରାହନ ଅଖତରଙ୍କ ନିର୍ଦ୍ଦେଶିତ ଡନ୍‌‌-୩ରେ ରଣବୀର ସିଂ ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ବେଳେ ଖଳନାୟକ କିଏ ସାଜିବେ ତାକୁ ନେଇ ଫ୍ୟାନ୍ସ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଡନ୍‌‌-୩ର ସୁଟିଂ ଆରମ୍ଭ ହୋଇଥିବା ବେଳେ ଏଥିରେ ଖଳନାୟକ ସାଜିବାକୁ ଯାଉଛନ୍ତି ଇମ୍ରାନ ହାସ୍‌‌ମୀ। ଏହି ଖବର ଜଣାପଡିବା ପରେ ରଣବୀର ଓ ଇମ୍ରାନଙ୍କ ଯୋଡିକୁ ଦେଖିବାକୁ ପ୍ରଶଂସକଙ୍କ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ଟାଇଗର-୩ରେ ଇମ୍ରାନଙ୍କ ଖଳନାୟକ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories