www.samajalive.in
Sunday, December 14, 2025
26.1 C
Bhubaneswar

୨୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା

ଡେସ୍କ: ଶ୍ରୀଲଙ୍କା ସରକାର ୨୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଚେନ୍ନାଇକୁ ପଠାଇଛନ୍ତି। ଏହି ମତ୍ସ୍ୟଜୀବୀମାନଙ୍କୁ ଶ୍ରୀଲଙ୍କା ନୌସେନା ଶ୍ରୀଲଙ୍କା ଜଳରାଶିରେ ବେଆଇନ ମାଛ ଧରିବା ଅଭିଯୋଗରେ ଗିରଫ କରିଥିଲା। ଗତ ବର୍ଷ ଶ୍ରୀଲଙ୍କା ନୌସେନା ଦ୍ୱାରା ୩୩ ଜଣ ଭାରତୀୟ ନାବିକ ଏବଂ ୨୨୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା।

- Advertisement -

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟ ବିଜେପି ସଭାପତି ଅନ୍ନାମଲାଇ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି ଶ୍ରୀଲଙ୍କା ନୌସେନା ଦ୍ୱାରା ଭାରତୀୟ ମତ୍ସ୍ୟଜୀବୀଙ୍କୁ ବାରମ୍ବାର ଗିରଫ କରିବା ନେଇ ଉଦବେଗ ପ୍ରକାଶ କରିଥିଲେ। ଜୁଲାଇରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରେମେସିଂହଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଅଧିକ ସମ୍ବାଦ ପଢିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ –

https://samajalive.in/ayodhya-ram-lalla-idol-to-be-carved-out-of-karnataka-black-stone/524016.html

https://samajalive.in/sri-jagannath-rath-to-move-across-odisha-from-today/523888.html

https://samajalive.in/actor-christian-oliver-2-daughters-killed-in-caribbean-plane-crash/523877.html

https://samajalive.in/had-arjun-kapoor-malaika-arora-broken-up-two-months-back/523899.html

https://samajalive.in/odisha-raj-bhavan-throws-open-its-garden-from-january-6/523925.html

https://samajalive.in/isros-first-sun-mission-successfully-injected-into-final-orbit/523958.html

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ପାଇଁ ପ୍ରସ୍ତୁତି ବୈଠକ

https://samajalive.in/bsky-navin-card-odisha-health/524031.html

https://samajalive.in/japan-earthquake-update/524037.html

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories