www.samajalive.in
Friday, December 12, 2025
14.1 C
Bhubaneswar

ଧାମରାରେ ଡ୍ରାଇଭର ସଂଘର ହରତାଳ

ଧାମରା: ସାରା ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଚାଲିଥିବା ହରତାଳରେ ଧାମରା ତଥା ଚାନ୍ଦବାଲି ଅଂଚଳର ଡ୍ରାଇଭର ସାମିଲ ଅଛନ୍ତି। ଏହାଫଳରେ ଧାମରା ତଥା ଚାନ୍ଦବାଲି ଅଂଚଳର ଦୈନଦିନ ଯାତାୟତ କରୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣ ଙ୍କ ସହଯୋଗ ପାଇଁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଧାମରାରେ ବହୁ ଯାତ୍ରୀ କୋଲକାତା ଏବଂ କାନ୍ଥିକୁ ଯାତ୍ରା କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ପୁନଶ୍ଚ ଫେରିବାକୁ ପଡ଼ିଥିଲା। ଧାମରାରୁ ଦୈନଦିନ ଯାତାୟତ କରୁଥିବା ଆର୍ନ୍ତଜିଲ୍ଲା ଏବଂ ଆର୍ନ୍ତରାଜ୍ୟ ବସ ସେବା ସଂପୂର୍ଣ ବାଧାପ୍ରାପ୍ତ ହୋଇଛି। ଧାମରା ବନ୍ଦରକୁ ଲୁହା ପଥର ନେଇ ଆସିଥିବା ଟ୍ରକ ଗୁଡିକ ମଧ୍ୟ ରାସ୍ତାରେ ଅଟକ ହୋଇ ରହିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories