BJD Bijuli 480×75 Mob

ଓଲଟିଲା ଲୁହାପଥର ବୋଝେଇ ଟ୍ରକ

BJD Bijuli 480×75 Mob

ପାଟଣା – କଲିକତା ରେ ଅନଲୋଡିଂ କରିବାକୁ ଥିବା ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ ବାଉଁଶୂଳୀ – ଶରଧାପୁର ରାସ୍ତାରେ କଣ୍ଟିଆପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓଲଟି ପଡ଼ିଛି। ଗାଡିର ଚାଳକ ପାଖ ଅଞ୍ଚଳର ହୋଇଥିବାରୁ ବିଶ୍ରାମ ପାଇଁ ଘରକୁ ଗାଡି ନେଇ ଆସୁଥିବା ବେଳେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତୁରୁମୁଙ୍ଗା ପୁଲିସ ଦୁର୍ଘଟଣାର ତଦନ୍ତ କରିଥିବା ବେଳେ ଗାଡିଟିକୁ ରାସ୍ତାରୁ ପାର୍ଶ୍ଵକୁ ଘୁଞ୍ଚାଯାଇଛି ।

ତେବେ କେଉଁ କାରଣରୁ ଏହି ଟ୍ରକଟି ରାସ୍ତା ଉପରେ ଓଲଟିପଡିଲା ତାହା ସ୍ପଷ୍ଟ ହୋଇନାହିଁ ।

Comments are closed.