Patra electronics

ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ

ପଦ୍ମପୁର : ଇଟା ବୋଝେଇ ଟ୍ରାକ୍ଟର ସହ ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ମୃ । ଘଟଣା ସ୍ଥଳରୁ ଟ୍ରାକ୍ଟର ଟ୍ରାଇଭର ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛନ୍ତି । ମଙ୍ଗଳବାର ରାତି ୯ ଘଣ୍ଟା ସମୟରେ ପଦ୍ମପୁର ନିକଟସ୍ଥ ସରିଗୁଡା ଠାରୁ ଜାତିଲି ଅଭିମୁଖେ ଜଣେ ବାଇକ ଆରୋହୀ ଆସୁଥିବା ସମୟରେ ବିବରୀତ ଦିଗରୁ ଇଟା ବୋଝେଇ ଟ୍ରାକ୍ଟର ସରିଗୁଡା ଯାଉଥିଲା । ଉଭ. ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି।

ମୃତ ନାବାଳକ ଜଣକ ହେଲେ ଜାତିଲି ଗ୍ରାମର ରାଜୁ ଶବର ବୟସ ୧୬ । ଘଟଣା ସ୍ଥଳରୁ ସ୍ଥାନୀୟ ଜନସାଧାରଣ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ମେଡିକାଲରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ ।

Comments are closed.