ପାରାଦୀପ : ପାରାଦୀପ ସମୁଦ୍ରରୁ ସୋମବାର ବିରଳ ମୂଲ୍ୟବାନ ତେଲିଆ ମାଛ ମିଳିଛି। ମୋଟ୍ ୧୭ଟି ମାଛ ମିଳିଛି। ମାଛ ଗୁଡିକର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହେବ। ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ନେଇ ସୂଚନା ମିଳିଛି।
Popular Categories

ପାରାଦୀପ : ପାରାଦୀପ ସମୁଦ୍ରରୁ ସୋମବାର ବିରଳ ମୂଲ୍ୟବାନ ତେଲିଆ ମାଛ ମିଳିଛି। ମୋଟ୍ ୧୭ଟି ମାଛ ମିଳିଛି। ମାଛ ଗୁଡିକର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହେବ। ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ନେଇ ସୂଚନା ମିଳିଛି।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
