www.samajalive.in
Wednesday, December 10, 2025
23.1 C
Bhubaneswar

ଆଦିବାସୀ ଭବନର ଶିଳାନ୍ୟାସ

କଣ୍ଟାବାଞ୍ଜି: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ତୁରେକେଲା ବ୍ଲକ ସମର ସିଂ ଗାଁ ଭୁଏପଡା ଆଦିବାସୀ ଭବନର ଶିଳାନ୍ୟାସ ବିଜେଡି ନେତା ଅଜୟ ଦାସ କରିଛନ୍ତି। ଉତ୍ସବ ସ୍ଥଳରେ ପୂଜାର୍ଚନା ପରେ ଆୟୋଜିତ ସଭାରେ ବିଜେଡି ନେତା ଶ୍ରୀ ଦାସ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହ ମହିଳାଙ୍କ ପାଇଁ ମିଶନଶକ୍ତି ଜରିଆରେ ବିଭିନ୍ନ ଯୋଜନା ଓ ବିନା ସୁଧରେ ମହିଳା ମାନେ ବିଭିନ୍ନ ବ୍ୟବସାୟ କରି କିଭଳି ସ୍ୱାବଲମ୍ବୀ ହୋଇ ପାରିବେ ତାହା ଉପରେ ଆଲୋକପାତ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories