ଜି ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗ। ପଞ୍ଚାୟତ ସ୍ଥିତ କଳିଙ୍ଗା ଆଶ୍ରମ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କଂହର ଯୋଗ ଦେଇ ଛାତ୍ର ଓ ଛାତ୍ରୀ ମାନେ ଶୃଙ୍ଖଳା ସହ ପାଠ ପଢିବା ସହ କ୍ରୀଡ଼ା ଓ ନାଚ କୁଦ ପ୍ରତୀ ଆକୃଷ୍ଟ ହୋଇପାରିଲେ ଶାରୀରିକ ବୌଦ୍ଧିକ ସାଙ୍ଗକୁ ମାନସିକ ବିକାଶରେ ଅଭିବୃଦ୍ଧି ଘଟିଥାଏ ବୋଲି ମତ ପ୍ରକାଶ କରିଥିଲେ।
Popular Categories



