କଣ୍ଟାବାଞ୍ଜି: ସ୍ଥାନୀୟ ଗୁରୁବଜlର ପ୍ରାଙ୍ଗଣରେ କଣ୍ଟାବାଞ୍ଜି ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ଯାଦବ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ। ନଗର ମଧ୍ୟ ସ୍ଥିତ ଧୁବା ପଡା ଠାରେ ବିଧିବଦ୍ଧ ଭାବେ ଗଉଡ ବାଡ଼ିର ପୂଜାର୍ଚ୍ଚନା କରିବା ପରେ ସେଠାରୁ ଏକ ଶୋଭାଯାତ୍ରା ନୂଆପଡ଼ା, କାଦୌପଡl , ଇନ୍ଦିରା ଛକ ହୋଇ ଗୋରୁ ବଜାର ଠାରେ ପହଞ୍ଚି ଥିଲା। ମୁଖ୍ୟ ଅତିଥି ଲକ୍ଷ୍ମଣ ବାଗ, ପ୍ରଦେଶ (ପ୍ରକଳ୍ପ) ସଭାପତି ଯାଦବ ମହାସଭା ତଥା କଣ୍ଟାବାଞ୍ଜି ବିଧାନସଭା ପ୍ରାଥୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



