www.samajalive.in
Sunday, December 14, 2025
14.1 C
Bhubaneswar

ବିଧାନସଭା ସମ୍ମୁଖରେ ଧାରଣା ଦେବେ ‘ପ୍ରଥା’ ଚଳଚ୍ଚିତ୍ରର ପ୍ରଯୋଜିକା ସନଲିସା

ଡେସ୍କ: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା। ଏ ନେଇ ସେ କହିଛନ୍ତି, ଆସନ୍ତା ୨୩ ତାରିଖରୁ ନ୍ୟାୟ ପାଇଁ ସେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ। ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବା କହିଛନ୍ତି।


ସୂଚନାଯୋଗ୍ୟ, ଚଳିତ ମାସ ୪ରେ ‘ପ୍ରଥା’ ଚଳଚ୍ଚିତ୍ରର ପ୍ରିମିୟର ସୋରେ ଏହାକୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବିରୋଧ କରାଯାଇଥିଲା। ଝାରସୁଗୁଡାର ଶିବା ମଲ୍ଟିପ୍ଲେକ୍ସରେ ଏହାର ପ୍ରିମିୟର ସୋକୁ ବିରୋଧ କରି ପୋଷ୍ଟର ଚିରିଦେବା ସହ ପୁଣି ହଲ ଗୁଡିକରେ ମନୋଜ ମିଶ୍ରଙ୍କ ‘ମାଇଣ୍ଡ ଗେମ’ ନ ଚଳାଇଲେ କୌଣସି ଓଡ଼ିଆ ସିନେମା ଚଳାଇବାକୁ ଦିଆଯିବ ନାହିଁ ବୋଲି କୋଶଳ ସେନା କହିଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories