www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାରେ ବୁଙ୍ଗେ ଇଣ୍ଡିଆର ଫିଓନା ରିଫାଇନଡ ସୂର୍ଯ୍ୟମୁଖୀ ତେଲ

ଡେସ୍କ: ରାନ୍ଧଣା ତେଲରେ ଦୃଶ୍ୟପଟ୍ଟ ପରିବର୍ତ୍ତନକାରୀ ‘ଫିଓନା’ ରିଫାଇନଡ ସନ୍‌ଫ୍ଲାୱାର ତେଲ ଓଡ଼ିଶାରେ ପ୍ରଚଳନ ଆରମ୍ଭ କରିଛି ବୁଙ୍ଗେ ଇଣ୍ଡିଆ। ଖାଇବା ତେଶ ବଳାରରେ ଏକ ଅଗ୍ରଣୀ କମ୍ପାନୀ ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓଡ଼ିଶାରେ ନିଜର ବିକଶିତ ରିଫାଇନଡ ସନ୍‌ଫ୍ଲାୱାର ତେଲ ବ୍ରାଣ୍ଡ୍ ‘ଫିଓନା’କୁ ସମ୍ପ୍ରସାରିତ କରିବା ସମ୍ପର୍କରେ ଘୋଷଣା କରିଛି। ଭୁବନେଶ୍ଵରରେ ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗେ ଇଣ୍ଡିଆ ଏବଂ ଓଡ଼ିଆ ଅଭିନେତ୍ରୀ ସୁପ୍ରିଯା ନାୟକ ଉପସ୍ଥିତ ଥିଲେ।

ଏହି ତେଲରେ ଫିଓନା ରିଫାଇନଡ ସନ୍‌ଫ୍ଲାୱାର ତେଲ ଅତ୍ୟାବଶ୍ୟକ ଭିଟାମିନ୍ସ ଏ, ଡି, ଇ ଓ କେ’ରେ ସମୃଦ୍ଧ। ଏହି ଭିଟାମିନଗୁଡିକ ନିରୋଗ ସ୍ଵାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଏହି ଭିଟାମିନଗୁଡିକର ବହୁଳ ଅଂଶ ରନ୍ଧନ ପ୍ରକ୍ରିୟାରେ ନଷ୍ଟ ହୋଇଯାଏ ଏବଂ ତାହା ଖାଦ୍ୟରେ ପହଞ୍ଚେ ନାହିଁ। ଏହାକୁ ବିଚାର କରି ବୁଙ୍ଗେ ଇଣ୍ଡିଆ ଭିଟୋପ୍ରୋଟେକ୍ଟ ଫର୍ମୁଲା ସହିତ କର୍ଣାଟକ ବଜାରରେ ୨୦୨୧ରେ ଫିଓନା ରିଫାଇଡ ସନ୍‌ଫ୍ଲାୱାର ତେଲ ପ୍ରବେଶ କରାଇଥିଲା। ଏହି ଅନନ୍ୟ ଫର୍ମୁଲା ତେଲରୁ ଖାଦ୍ୟକୁ ୫୦% ପର୍ଯ୍ୟନ୍ତ ଅଧିକ ଭିଟାମିନ୍ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିଥାଏ। ଚଳିତ ବର୍ଷ ଏହି ବ୍ରାଣ୍ଡ ଏହାର ପୋଷକତାରୁ ସମୃଦ୍ଧ ରାନ୍ଧଣା ତେଲ ଓଡ଼ିଶାରେ ବଜାରେ ପ୍ରଚଳନ ସହିତ ଏହାର ପହଞ୍ଚକୁ ପରିବ୍ୟାପ୍ତ କରିଛି ।

- Advertisement -

‘ଫିଓନା’ ରିଫାଇନଡ ସନ୍‌ଫ୍ଲାୱାର ତେଲ ୫୦୦ ମିଲି, ୧ ଲିଟର, ୫ ଲିଟର ଏବଂ ୧୫ ଲିଟର ଭଳି ବିଭିନ୍ନ ପ୍ୟାକ୍ ଆକାରରେ ଉପଲବ୍ଧ ହେଉଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories