www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍: ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ.. ୫୦ ଓଭରରେ ଭାରତର ସ୍କୋର ୨୨୯/୯..

ବଲାଙ୍ଗିର: ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ.. ରେଡିଓ ଷ୍ଟେସନ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ.. ବାଇକରେ ୭/୮ ଯୁବକ ଆସି ମୁଖା ପିନ୍ଧି ଆକ୍ରମଣ କଲେ.. ଗୁରୁତର ଅବସ୍ଥାରେ ଯୁବକ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି..

- Advertisement -

କେରଳ ପ୍ରାର୍ଥନା ସଭାରେ ବୋମା ବିସ୍ଫୋରଣ ଘଟଣା.. ବିସ୍ଫୋରଣ ଘଟାଇଥିବା ଦାବୀ କରି ଜଣେ ସନ୍ଦିଗ୍ଧର ଆତ୍ମସମର୍ପଣ, ଯାଞ୍ଚ ଜାରି..

କେରଳ ବିସ୍ଫୋରଣ ପରେ ୟୁପିରେ ହାଇଆଲର୍ଟ..

ବିପର୍ଯ୍ୟୟ ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା.. ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

କେରଳ ଏର୍ନାକୁଲମର ଏକ ଖ୍ରୀଷ୍ଟିୟ ପ୍ରାର୍ଥନା କେନ୍ଦ୍ରରେ ବିସ୍ଫୋରଣ.. ଜଣେ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ.. ଆତଙ୍କବାଦୀ ଆକ୍ରମଣ ସନ୍ଦେହ..

ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଆଜି ତ୍ରିଶୁଳିଆଠାରେ ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ..
ମହାବାତ୍ୟାକୁ ପୁରିଲା ୨୪ ବର୍ଷ.. ୧୯୯୯ ମସିହା ଅକ୍ଟୋବର ୨୯ରେ ମହାବାତ୍ୟା ନେଇଥିଲା ହଜାର ହଜାର ଜୀବନ..

ଇସ୍ରାଏଲ-ହମାସ ଯୁଦ୍ଧ.. ୯ ହଜାର ଟପିଲା ମୃତ୍ୟୁ ସଂଖ୍ୟା.. ଗାଜାରେ ୭୭୦୩ ଓ ଇସ୍ରାଏଲରେ ୧୪୦୦ ମୃତ..

ଅକ୍ଟୋବର ୩୧ ମଙ୍ଗଳବାର ଅପରାହ୍ନରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ.. ସୋମବାର ନୂଆ ରାଜ୍ୟପାଳ ପୁରୀ ଶ୍ରୀମନ୍ଦିର ଯାଇ ମହପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ରାଜଭବନରେ ରାତ୍ରିଯାପନ କରିବେ..

ଦୂତୀ ଚାନ୍ଦଙ୍କ ଏତଲା ଆଧାରରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନ ଗିରଫ.. ଭୁବନେଶ୍ୱର ମହିଳା ଥାନା ପୁଲିସ ଗିରଫ କରିଥିବା ଜୋନ-୧ ଏସିପି କହିଛନ୍ତି..

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories