କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ କୁମାର ପୁର୍ଣିମା ପାଳିତ ହୋଇ ଯାଇଥିବା ବେଳେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଗ୍ରହଣ ପଡିଥିବାରୁ ପୂର୍ବାହ୍ନରେ କୁମାରୀମାନେ ଚଉରା ମୂଳେ ବିଭିର୍ନ୍ନ ଭୋଗ ଲଗାଇ ପୂଜା ସମାପନ କରିଥିଲେ। ଗ୍ରହଣ ଯୋଗୁଁ କାମାକ୍ଷାନଗର ଅଞ୍ଚଳର ମହୁଲପାଳ, କାକୁଡ଼ିଆ, ବାଇଶିଙ୍ଗା, ମାଳପୁରା, କାନପୁରା, ବାଲିଗୋରଡ଼, ଖଟଖୁରା ଆଦି ଗ୍ରାମରେ ମା’ ଲକ୍ଷ୍ମୀଙ୍କର ପୂଜାର୍ଚନା ଶେଷ ହୋଇଛି।
Popular Categories



