www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବସ୍‌ ଧର୍ମଘଟ ଟାଳିବା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ.. ପରିବହନ ମନ୍ତ୍ରୀଙ୍କ ସହ ବସ୍‌ ସଂଘର ବୈଠକ..

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କୁ ଝଟକା.. ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ..

- Advertisement -

ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ.. ୨୨ରେ ନେବ ଅବପାତର ରୂପ.. ୨୩ରୁ ରାଜ୍ୟରେ ବର୍ଷା..

ନିଠାରୀ ହତ୍ୟାକାଣ୍ଡ: ଜେଲ୍‌ରୁ ମୁକୁଳିଲା ଅଭିଯୁକ୍ତ ମୋନିନ୍ଦର ପଣ୍ଢେର.. ଘର ବାହାରେ ପୁଲିସ ମୁତୟନ..

‘ଅର୍ଥ ବିନିମୟରେ ପ୍ରଶ୍ନ’ ମାନହାନୀ ମାମଲାରୁ ଓହରିଲେ ମହୁଆ ମୈତ୍ରଙ୍କ ଓକିଲ..

ଖଲ୍ଲିକୋଟ: ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ, ଅଜା ଗୁରୁତର..

ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି.. ମହଙ୍ଗା ଭତ୍ତା ୪% ବୃଦ୍ଧି କଲେ ରାଜ୍ୟ ସରକାର..

ଗଜପତିରେ ଗଡିଲା ‘ଲକ୍ଷ୍ମୀ’ ବସ୍‌‌.. ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍‌‌ ଟ୍ରେନ୍‌‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଛି ଦୂର୍ଗାପୂଜା.. ସାରା ସହର ଚଣ୍ଡିପାଠରେ କମ୍ପୁଛି..

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର.. ୨୧ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା..

ଗାଜାର ଏକ ଚର୍ଚ୍ଚରେ ଆକ୍ରମଣ ; ଅନେକ ଲୋକଙ୍କ ମୃତ୍ୟୁ..

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦଶହରା ଅବକାଶ..ଗୋଟେ ସପ୍ତାହ ଲାଗି ବନ୍ଦ ରହିବ ଅଦାଲତ ..

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories