www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପିପିଲି ଟୋଲ୍‌‌ଗେଟ୍‌‌ରେ ଫାଙ୍କା ଗୁଳିଚାଳନା ଘଟଣା.. ୩ ଅଟକ, କାର୍‌‌ ଜବତ..

ଆମ ଓଡ଼ିଶା ନବୀନ ଓଡ଼ିଶା.. କେନ୍ଦ୍ରାପଡ଼ାରେ ଖର୍ଚ୍ଚ ହେବ ୧୨୪ କୋଟି ୫୦ ଲକ୍ଷ..

- Advertisement -

କଟକ ଜିଲ୍ଲାରେ ଆରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ.. ୮ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୮୬ କୋଟି ୫୦ ଲକ୍ଷ..

କ୍ୟାପିଟାଲ ହସ୍ପିଟାଲ ପରୀକ୍ଷାଗାରରୁ ୬୦ ଲକ୍ଷର ସାମଗ୍ରୀ ଚୋରି ଘଟଣାରେ ୫ ଗିରଫ.. ଗିରଫଙ୍କ ମଧ୍ୟରେ ୪ ଜଣ ସଫେଇ କର୍ମଚାରୀ ଓ ଜଣେ କବାଡିଆ..

କଟକରେ ଦଶହରା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ.. ଦାୟିତ୍ୱରେ ରହିବେ ୮ ଏଡିସିପି, ୩୪ ଡିଏସପି ଓ ୫୦ ଇନ୍ସପେକ୍ଟର..

ପୂଜା ଓ ଭସାଣି ସମୟରେ ୬୫ ଡେସିବେଲ୍‌ରୁ ଅଧିକ ଶଦ୍ଦକୁ ବାରଣ କରାଯିବ..

ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ ଦେଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ.. ୨୦୧୬ରେ ଟାଉନ ଥାନା ଅଞ୍ଚଳରେ ୪ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲା ଅଭିଯୁକ୍ତ..

ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ଗିରଫ ମାମଲା.. ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି..

ଭଦ୍ରକ ଆଗରପଡ଼ା ଅରଞ୍ଜି ଛକ ନିକଟରେ ୧୦୨ ଆମ୍ବଲାନ୍ସକୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହୀ ବସ୍‌‌ କ୍ରୀଷ୍ଣା.. ୧୪ ଗୁରୁତର..

ଭିଜିବ ଦଶହରା, ଭସାଣି .. ଅଷ୍ଟମୀ, ନବମୀରେ ପାଗ ଶୁଖିଲା.. ୨୪ ତାରିଖ ଦଶହରାରେ ହାଲୁକା ଓ ୨୫ ତାରିଖ ଭସାଣିରେ ରାଜ୍ୟରେ ବର୍ଷା ପରିମାଣ ଅଧିକ ରହିବା ସମ୍ଭାବନା..

କେନ୍ଦୁଝର : ପେଟ୍ରୋଲ ପମ୍ପ ନିକଟରେ ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ..

ଦଶହରା ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି.. ୧୮୮ଟି ସ୍ଥାନରେ ହେବ ଦୁର୍ଗା ପୂଜା..

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲରେ ଗଲେ ଋଷି ସୁନକ୍‌‌.. ଇସ୍ରାଏଲ୍‌‌ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଭେଟିଲେ..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories