www.samajalive.in
Saturday, December 13, 2025
18.1 C
Bhubaneswar

ବିଜେଡିର ଜନସମ୍ପର୍କ ପଦଯାତ୍ରା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ବଡଡୁକଲା ଗ୍ରାମ ପଂଚାୟତର ନାଗଫେଣା ଗ୍ରାମରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଅବସରେ ସ୍ଥାନୀୟ ଶିବମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇ ନବୀନ ପଟନାୟକଙ୍କ ବିଭିହ୍ନ ଯୋଜନା, ଜନହିତକର କାର୍ଯ୍ୟ ଓ ମହିଳାଙ୍କ ପାଇଁ ବହୁମୁଖୀ ଯୋଜନା ସମ୍ପର୍କ ବରିଷ୍ଠ ନେତା ଅଜୟ ଦାସ ଆଲୋକପାତ କରିଥିଲେ। ପଦଯାତ୍ରାରେ ଶତାଧିକ ମହିଳା ବିଜେଡି କର୍ମୀ ସାମିଲ ହେବାସହ ସଭାରେ ପ୍ରମୁଖ କର୍ମୀ  ଅରୁଣ ଧାରୁଆ, ପୁରୁଷୋତ୍ତମ ଧରୁଆ, ବୀର ଧରୁଆ, କପିଳ ତାଣ୍ଡି, ଈଶ୍ୱର ମାଝୀ, ଘାସିରାମ ଧରୁଆ, ପଞ୍ଚ ସୁନା, ରାଜମୋହନ ସୁନା, କ୍ଷୀରସାଗର ମାଝୀ, ଉଜ୍ୱଳ ମାଝୀ, ଗୁଣନିଧି ମାଝୀ, ଧୁବଲେ ମାଝୀ, ପୁଷ୍ପାଞ୍ଜଳି ଧରୁଆ, ମହ ସୁନା, ଦୁର୍ମିଳା ତାଣ୍ଡି, ମାଳତୀ ଧରୁଆ, ଟିକେମଣି ଧରୁଆ ଓ ବହୁ ବି ଜେଡି କର୍ମୀ ସାମିଲ ହୋଇଥିଲେ। ଶେଷରେ ବିଜେଡି ଯୁବ ନେତା  ଲକ୍ଷ୍ମଣ ପୁଟେଲ ଧନ୍ୟବାଦ ଦେଇ ସଭାଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories