www.samajalive.in
Saturday, December 13, 2025
14.1 C
Bhubaneswar

ୟୁକ୍ରେନର ୬ ଜଣ ଉପ ପ୍ରତିରକ୍ଷା ମନ୍ତ୍ରୀ ବରଖାସ୍ତ

ଡେସ୍କ: ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତି ପରେ ୟୁକ୍ରେନ ସରକାର ୬ ଜଣ ଉପ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ବହିଷ୍କାର ପାଇଁ ସରକାର କୌଣସି କାରଣ ଦର୍ଶାଇ ନାହାଁନ୍ତି। ବରଖାସ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ହାନ୍ନା ମାଲିଆର୍ ଅନ୍ତର୍ଭୁକ୍ତ, ଯିଏ ପ୍ରାୟତ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସୂଚନା ପ୍ରଦାନ କରିଥାନ୍ତି। ଗତ ସପ୍ତାହରେ ସେ ୟୁକ୍ରେନ ସୈନ୍ୟ ବାହିନୀ ରୁଷ ସେନାର ଏକ ଅଂଚଳକୁ ପୁନଃ ଜବରଦଖଲ କରିଥିବା ସୂଚନା ଦେବା ପରେ ତାଙ୍କ ରିପୋର୍ଟ ଭୁଲ୍ ବୋଲି କହିଥିଲେ ଓ ସେଥିପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।

ଓଲେକସି ରେଜନିକୋଭଙ୍କ ସ୍ଥାନରେ ନୂତନ ପ୍ରତିରକ୍ଷା ମନ୍ତ୍ରୀ ରୁଷ୍ଟମ ଉମେରୋଭ ଦୁଇ ସପ୍ତାହ ତଳେ ଏହି ପଦବୀରେ ରହିଥିଲେ। ଉମେରୋଭ କହିଛନ୍ତି ଯେ ୟୁକ୍ରେନ ପ୍ରତିରକ୍ଷା ବାହିନୀରେ ସମନ୍ୱୟ ରକ୍ଷା କରିବା ତାଙ୍କର ପ୍ରାଥମିକତା ଅଟେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories