www.samajalive.in
Monday, December 15, 2025
27.1 C
Bhubaneswar

ଏକ ଘୋଷଣା ପତ୍ର ସ୍ୱୀକାର କଲେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର

ଡେସ୍କ: ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ସ୍ଥଗିତ ସ୍ଥାୟୀ ବିକାଶ ଲକ୍ଷ୍ୟର କାର୍ଯ୍ୟକାରିତା ଉପରେ ଏକ ଘୋଷଣା ପତ୍ର ସ୍ୱୀକାର କରିଛନ୍ତି।ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ଦୁଇ ଦିନିଆ ୭୮ ତମ ଅଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଛି। ଏଥିରେ ଏଜେଣ୍ଡା -୨୦୩୦ର କାର୍ଯ୍ୟକାରିତା ଏବଂ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟର ସମୀକ୍ଷା କରାଯାଇଛି।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ସମ୍ମିଳନୀରେ ବିଶ୍ୱର ନେତାମାନଙ୍କୁ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣର ନିରନ୍ତର ବିକାଶ ଲକ୍ଷ୍ୟକୁ ଅଗ୍ରାଧିକାର ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହାର କାର୍ଯ୍ୟକାରିତା ଅଧାରୁ କେବଳ ୧୫ ପ୍ରତିଶତ ଲକ୍ଷ୍ୟରେ ଅଛି। ବିଶ୍ୱର ନେତାମାନେ ୨୦୧୫ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଗ୍ରହଣ କରିଥିଲେ ଓ ଯାହାକୁ କେହି ଛାଡିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ।

- Advertisement -

ଆଜି ନ୍ୟୁୟର୍କରେ ଆରମ୍ଭ ହେବାକୁ ଥିବା ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକରେ ବିଶ୍ୱର ୧୪୦ରୁ ଅଧିକ ନେତା ପ୍ରତିନିଧୀ ଅଂଶଗ୍ରହଣ କରୁଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories