ନୂଆଦିଲ୍ଳୀ : କେନ୍ଦ୍ର ସରକାର ଆଧାର ସଂଶୋଧନ ସମୟସୀମାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଧାର ପରିଚୟପତ୍ରରେ ସଂଶୋଧନ ଲାଗି ବିନା ଦେୟରେ ଅନଲାଇନ୍ ଜରିଆରେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରାଯାଇପାରିବ। ପୂର୍ବରୁ କେନ୍ଦ୍ର ସରକାର ଆଧାର ସଂଶୋଧନ ପାଇଁ ଦୁଇଥର ସମୟସୀମା ବୃଦ୍ଧି କରିଥିଲେ। ଡିଜିଟାଲ ଇଣ୍ଡିଆର ପଦକ୍ଷେପ ସ୍ୱରୂପ ୟୁଆଇଡିଏଆଇ ପୋର୍ଟାଲ ଜରିଆରେ ଆଧାର ସଂଶୋଧନ କରାଯାଉଛି।
Popular Categories



