www.samajalive.in
Monday, December 8, 2025
14.1 C
Bhubaneswar

ପାଟିକୁ ସୁସ୍ବାଦୁ ଦେହକୁ ଉପକାରୀ କିସ୍‍ମିସ୍‍

କିସ୍‍ମିସ୍‍ ଖାଇବା ପାଇଁ ପିଲାଠାରୁ ବୟସ୍କ ସମସ୍ତେ ଭଲପାଆନ୍ତି। ଅଙ୍ଗୁରକୁ ଶୁଖାଯାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଅଙ୍ଗୁରରୁ ଯେଉଁ ସବୁ ଭିଟାମିନ୍ ମିଳିଥାଏ କିସ୍‍ମିସ୍‍ରୁ ମଧ୍ୟ ସେହି ସବୁ ଭିଟାମିନ ମିଳିଥାଏ। କିସମିସ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହାକୁ ଖାଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

– ଏଥିରୁ ପ୍ରଚୁର ପରିମାଣରେ ମିନେରାଲ, କ୍ୟାଲସିୟମ ଓ ଭିଟାମିନ୍ ମିଳିଥାଏ।

- Advertisement -

– କ୍ଷୀରି ଓ ଲଡ଼ୁ ଆଦି ଆକର୍ଷଣୀୟ ଦେଖାଯିବା ପାଇଁ ଓ ସ୍ବାଦ ବଢାଇବା ପାଇଁ ଏଥିରେ କିସ୍‍ମିସ୍‍ର ବ୍ୟବହାର କରାଯାଇଥାଏ।
– ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଲିପେଟରେ ଖାଇବା ଦ୍ବାରା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଥାଏ।
– ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ।
– ମଧୁମେହ ରୋଗୀ ପ୍ରତିଦିନ ରାତିରେ ୨ରୁ ୪ଟି କିସ୍‍ମିସ୍‍କୁ ପାଣିରେ ଭିଜାଇ ସକାଳୁ ଖାଇଲେ ମଧୁମେହ ନିୟନ୍ତ୍ରିତ ହୋଇଥାଏ।
– ଏଥିସହିତ ଶରୀରର କ୍ୟାଲୋରୀ ପରିମାଣ କମ୍ ହେବା ସହ ଓଜନ ମଧ୍ୟ କମ୍ ହୋଇଥାଏ।
– ଏହା ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।
-କିସ୍‍ମିସରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ ଯାହା ରକ୍ତର ପରିମାଣକୁ ବଢ଼ାଇଥାଏ।
– ଏହା ଲିଭରକୁ ମଧ୍ୟ ସୁରକ୍ଷିତ କରିଥାଏ।
– କିସମିସରେ ଭିଟାମିନ-ଏ ଅଧିକ ପରିମାଣ ଥିବାରୁ ଏହା ଦୃଷ୍ଟିଶକ୍ତି ବଢ଼ାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories