www.samajalive.in
Sunday, December 7, 2025
23.1 C
Bhubaneswar

ହବିଷ ଡ଼ାଲମା

ଆବଶ୍ୟକ ସାମଗ୍ରୀ
ପରିବା
ପାଣି କଖାରୁ – ଫାଳେ
ଓଉ – ୧ଟି
ସାରୁ – ୩ଟି
ଆଳୁ – ୨ଟି
କଞ୍ଚା କଦଳୀ – ୨ଟି
ମୁଗଡ଼ାଲି – ୧କପ
ନଡ଼ିଆ କୋରା – ୧କପ
ଗୋଟା ଜିରା – ଅଳ୍ପ
ଘିଅ – ଆବଶ୍ୟକ ଅନୁଯାୟୀ
ଜିରା, ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଶୁଖିଲା ଲଙ୍କା – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପରିବା ଓ ଓଉକୁ ଭଲ ଭାବେ କାଟି ଧୋଇ ରଖନ୍ତୁ। ଏବେ ଗ୍ୟାସରେ ଏକ ବଡ଼ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେଲେ ଏଥିରେ ମୁଗଡ଼ାଲି ପକାଇ ୧୦ରୁ ୧୫ ଫୁଟାନ୍ତୁ। ଏବେ ଏଥିରେ ସମସ୍ତ ପରିବା, ଲୁଣ, ପକାଇ ଏକ ଘୋଡ଼ଣୀ ଘୋଡ଼ାଇ ୧୫ ରୁ ୨୦ ମିନିଟ ଫୁଟାନ୍ତୁ। ଏଥିରେ ଓଉ ପକାନ୍ତୁ। ଏବେ ଏକ ଛୋଟ କଡ଼େଇରେ ଗୋଟା ଜିରା, ଶୁଖିଲା ଲଙ୍କା, ଘିଅ ପକାଇ ଗରମ କରନ୍ତୁ। ଏହାକୁ ସିଝୁଥିବା ଡ଼ାଲମାରେ ପକାନ୍ତୁ। ଏହା ପରେ ନଡ଼ିଆ କୋରା, ଜିରା ଲଙ୍କା ଗୁଣ୍ଡ ଏଥିରେ ପକାଇ ଡ଼ାଲମାକୁ ୨ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡ଼ାଲମା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories