www.samajalive.in
Wednesday, December 10, 2025
26.1 C
Bhubaneswar

ନ୍ୟୁୟର୍କରେ ଆରମ୍ଭ ହେଲା ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଡେସ୍କ: ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ନ୍ୟୁୟର୍କରେ ଆରମ୍ଭ ହୋଇଛି। ପୂର୍ବ ବର୍ଷର ବିଜେତା ତଥା ଶୀର୍ଷ ବରିଷ୍ଠତା ପ୍ରାପ୍ତ ଖେଳାଳି ପୋଲାଣ୍ଡର ଇଗା ସ୍ଵିୟାଟେକ, ଚେକ ଗଣରାଜ୍ୟର ଦଶମ ସ୍ଥାନରେ ଥିବା କାରୋଲିନା ମୁଚୋବା, ସ୍ୱିଜରଲାଣ୍ଡର ୧୫ ତମ ବେଲିଣ୍ଡା ବେନକିକ୍, ବେଳରୁଷର ୧୮ ତମ ଭିକ୍ଟୋରିଆ ଅଜାରେଙ୍କା ଏବଂ ଅଷ୍ଟ୍ରେଲିଆର ଡାରିଆ ସେଭିଲ୍ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତେବେ ଗ୍ରୀସର ଅଷ୍ଟମ ଯୋଗ୍ୟତାପ୍ରାପ୍ତ ଖେଳାଳି ମାରିଆ ସାକ୍କାରି ପ୍ରଥମ ରାଉଣ୍ଡରେ ସ୍ପେନର ରେବେକା ମାସାରୋଭାଙ୍କ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories