www.samajalive.in
Saturday, December 6, 2025
15.1 C
Bhubaneswar

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ.. ରାଗିଂ ନେଇ କଲେଜ ଡିନଙ୍କ ମେରାଇନ ଥାନାରେ ଅଭିଯୋଗ.. ଦ୍ବିତୀୟ ବର୍ଷର ୩ଜଣ ଛାତ୍ରଙ୍କ ନାମରେ ଅଭିଯୋଗ..

କମିଶନରେଟ୍ ପୁଲିସର କଡ଼ା ଚେତାବନୀ.. ଗଜାନନଙ୍କ ବିକୃତ ମୂର୍ତ୍ତି ତିଆରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ.. ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ.. ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୁଲିସ..

- Advertisement -

ରାଉରକେଲା କ୍ୟାମ୍ପସରୁ ୪ ନକଲି ପରୀକ୍ଷାର୍ଥୀ ଅଟକ.. ଅଣଶିକ୍ଷକ କର୍ମଚାରୀ ପାଇଁ ଚାଲିଥିଲା ପରୀକ୍ଷା.. ପରୀକ୍ଷାରେ ବସିଥିଲେ ୪ ନକଲି ପ୍ରାର୍ଥୀ.. ସେକ୍ଟର ୩ ଥାନାରେ ଏତଲା ଦେଲେ ଏନଆଇଟି କର୍ତ୍ତୃପକ୍ଷ..

‘ଚନ୍ଦ୍ରଯାନ-୩’ ଲ୍ୟାଣ୍ଡିଂ ସମୟ ଘୋଷଣା କଲା ଇସ୍ରୋ.. ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ‘ଚନ୍ଦ୍ରଯାନ-୩’..

ରୁଷିଆର ଚନ୍ଦ୍ର ଅଭିଯାନ ବିଫଳ.. ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ କ୍ରାସ୍‌ ହେଲା ‘ଲୁନା-୨୫’.. ଅଗଷ୍ଟ ୧୧ରେ ଉତ୍‌କ୍ଷେପଣ ହୋଇଥିଲା ‘ଲୁନା-୨୫’..

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ଟିମ ଗଠନ.. ୩୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କଲେ ସଭାପତି ଖଡଗେ.. ଟିମରେ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଧୀର ଚୌଧୁରୀ, ଏ.କେ.ଆଣ୍ଟୋନି, ଶଶି ଥରୁର, ସଚିନ ପାଇଲଟ ସାମିଲ..

ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା.. ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ..

ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି.. ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories