ଫୁଲବାଣୀ: କନ୍ଧମାଳ ଜିଲା ଯୋଜନା ବୋର୍ଡ଼ ସହରାଞ୍ଚଳ ସଦସ୍ୟଭାବେ ଯୁବନେତା ରାଜେନ୍ଦ୍ର ପାଢ଼ୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛି। ଏହି ନିଯୁକ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ଜିଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଜିଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ , ଜି.ଉଦୟଗିରି ଓ ବାଲିଗୁଡ଼ା ବିଧାୟକ ତଥା କନ୍ଧମାଳ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଚକ୍ରମଣୀ କହଁରଙ୍କୁ କୃତଜ୍ଞତା ଜଣାଇଛନ୍ତି।
Popular Categories



