www.samajalive.in
Saturday, December 13, 2025
23.1 C
Bhubaneswar

ପୋଲ ଉପରେ ୩ ଫୁଟର ପାଣି; ଯାତାୟାତରେ ବାଧା

ମାଲକାନଗିରି : ଗତ ଦୁଇ ଦିନ ଧରି ସମଗ୍ର ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି ସକାଳୁ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ କଙ୍ଗୁରୁକୋଣ୍ଡା ପୋଲ ବୁଡି ଯାଇଛି। ବ୍ରିଜ ଉପରେ ୨ରୁ ୩ଫୁଟ ଉଚ୍ଚର ପାଣି ଚାଲି ଥିବାରୁ ମାଲକାନଗିରିରୁ କାଲିମେଳା, ଏମଭି୭୯, ମୋଟୁ, ହାଇଦ୍ରାବାଦ, ଭଦ୍ରାଚଳମକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ମାଲକାନଗିରି ଜିଲା ହେର୍ଡ କ୍ୱାର୍ଟରଠାରୁ କାଲିମେଳା, ମୋଟୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି୭, ଏମଭି ୩୭ ଠାରେ ନିଚା ବ୍ରିଜ ଥିବାରୁ ବର୍ଷା ଦିନେ ସେଗୁଡିକ ବୁଡି ଯାଉ ଥିବାରୁ ସେଠାରେ ଉଚ୍ଚା ବ୍ରିଜ ଗତ ତିନିବର୍ଷ ହେଲା ନିର୍ମାଣ ଚାଲିଥିଲେ ମଧ୍ୟ କାର୍ଯ୍ୟ ଶେଷ ହେଉ ନଥିବାରୁ ଚଳିତ ବର୍ଷ ମଧ୍ୟ ସେହି ବ୍ରିଜ ଗୁଡିକ ବୁଡ଼ି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories