www.samajalive.in
Monday, December 15, 2025
26.1 C
Bhubaneswar

ବିଦ୍ୟାଳୟ କକ୍ଷରୁ ଚନ୍ଦନ ବୋଡା ଉଦ୍ଧାର

ଆଠଗଡ : ତିଗିତିଆ ବ୍ଲକ ଅଧିନ ଗୋଡିଝରିଆ ନିକଟସ୍ଥ  ତିନିଗଡ ପ୍ରାଥମିକ  ବିଦ୍ୟାଳୟ ପରିସର ମଧ୍ୟରେ ଏକ ସାପ ଦେଖି ସେଠାରେ ରହୁଥିବା ଜଣେ ଶିକ୍ଷକ ଭୟଭୀତ ହୋଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଥିବା ନିକଟବର୍ତ୍ତୀ ଇଚ୍ଛାପୁର ଗ୍ରାମର ଅସିତ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ । ଅସିତ ତୁରନ୍ତ ସେଠାରେ ପହଞ୍ଚି ବିଦ୍ୟାଳୟର କାର୍ଯ୍ୟାଳୟ କକ୍ଷରୁ ଖୋଜାଖୋଜି କରି ଏକ ଅଢେଇ ଫୁଟ ଲମ୍ବର ଚନ୍ଦନ ବୋଡା ସାପକୁ ଉଦ୍ଧାର କରିଥିଲେ। ସାପଟିକୁ ଉଦ୍ଧାର ପରେ ତା’ର ପାକୃତିକ ଆବାସସ୍ଥଳୀ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।ସୌଭାଗ୍ୟବସତଃ ରବିବାର ଛୁଟିଦିନ ଥିବାରୁ କୋମଳମତି ଛାତ୍ରଛାତ୍ରୀ ସାପ କାମୁଡାରୁ ରକ୍ଷା ପାଇଯାଇଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories