www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ..

ପରଲୋକଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିନ ୨ଟା ଯାଏଁ ଲୋକସଭା ମୁଲତବି..

- Advertisement -

ମଣିପୁର ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ..

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଲାପତ୍ର ନିଯୁକ୍ତ..

ଅଗଷ୍ଟ ୮ରେ ଶପଥ ଗ୍ରହଣ..

ଜଷ୍ଟିସ ଶୁଭାଶିଷ ତଲାପତ୍ର ୨୦୨୩ ଅକ୍ଟୋବର ୩ରେ ଅବସର ଗ୍ରହଣ କରିବେ..

ଆଜିଠାରୁ ଆରମ୍ଭ ହେବ ଫିଫା ମହିଳା ଫୁଟବଲ ବିଶ୍ବକପର ନବମ ସଂସ୍କରଣ..

୩୨ଟି ଦଳକୁ ନେଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅଗଷ୍ଟ ୨୦ ପଯ୍ୟନ୍ତ ଖେଳାଯିବ ଫିଫା ମହିଳା ଫୁଟବଲ ବିଶ୍ବକପ..

ଅଗଷ୍ଟ ୫ରୁ ୮ ପର୍ଯ୍ୟନ୍ତ ପ୍ରି କ୍ବାର୍ଟର ଫାଇନାଲ..

୧୧ ଓ ୧୨ରେ କ୍ବାର୍ଟର ଫାଇନାଲ, ୧୫ ଓ ୧୬ରେ ସେମିଫାଇନାଲ , ୨୦ରେ ଫାଇନାଲ..

ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ..

ପାକିସ୍ତାନ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳିବେ ୬ଟି ଦଳ..

ଗ୍ରୁପ-ଏ ରେ ଭାରତ, ପାକିସ୍ତାନ ଓ ନେପାଳ ଏବଂ ଗ୍ରୁପ-ବି ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ..

ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ..

୫-ଟି ବିଦ୍ୟାଳୟରୁ ପ୍ଲାଷ୍ଟର ଖସି ଶିକ୍ଷୟିତ୍ରୀ ଓ ସିଆର୍‌ସିସି ଆହତ..

ପୁରୀଜିଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢ଼ିଆରୀ ବିଦ୍ୟାପୀଠରେ ଘଟିଛି ଘଟଣା..

ଭଦ୍ରକ : ଭାରସାମ୍ୟ ହରାଇ ଭଣ୍ଡାରିପୋଖରୀ ନିକଟରେ ଯାତ୍ରୀବାହୀ ବସ୍‌‌ ଦୁର୍ଘଟଣାଗ୍ରସ୍ତ..

୨୫ ରୁ ଅଧିକ ଆହତ.. ଆହତଙ୍କ ମଧ୍ୟରେ ୬ ଗୁରୁତର..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories