www.samajalive.in
Saturday, December 6, 2025
16.1 C
Bhubaneswar

ଏପରି ଲଗାଇଲେ ମନିପ୍ଲାଣ୍ଟ ; ରହିବନି ଟଙ୍କାର ଅଭାବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟକୁ ଖୁବ ଶୁଭ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ଘରେ ଏହାକୁ ରଖିବା ଦ୍ୱାରା ଗୃହରେ ଅନେକ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେବେ ଘରେ ଏହାକୁ କେଉଁ ଦିଗରେ ଓ କେଉଁ ଉପାୟରେ ରଖିବା ଦ୍ୱାରା ଶୁଭଫଳ ମିଳିବା ସହ ଅର୍ଥର ଅଭାବ ଦୂର ହୋଇଥାଏ ଜାଣନ୍ତୁ..
ମନିପ୍ଲାଣ୍ଟକୁ କଦାପି ଉପରୁ ତଳ ଆଡକୁ କରି ରଖନ୍ତୁ ନାହିଁ। ଏହାକୁ ସର୍ବଦା ତଳୁ ଉପର ଆଡକୁ ରଖନ୍ତୁ। ଏହାକୁ ନୀଳ ରଙ୍ଗର ବୋତଲରେ ପାଣିରେ ପକାଇ ଏକ ଚାନ୍ଦି ଟଙ୍କା ପକାଇ ଘରର ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଲାଭ ହୋଇଥାଏ। ମାତ୍ର ଏହାର ପାଣିକୁ ବଦଳାନ୍ତୁ।
ଘରର ପୂଜା ଘରେ ଏକ ପାତ୍ରରେ ପାଣିରେ ମନିପ୍ଲାଣ୍ଟକୁ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ରହିଥାଏ। ରୋଗ ଦୂରେଇ ରହିଥାଏ। ମାତ୍ର ପ୍ରତ୍ୟେକ ଦିନ ଏହାର ପାଣିକୁ ବଦଳାଇବେ। ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ,ଏହା ଦୂର ହୋଇଥାଏ।
ମନିପ୍ଲାଣ୍ଟକୁ ସବୁଜ ରଙ୍ଗର ବୋତଲରେ କିମ୍ବା ସବୁଜ ରଙ୍ଗର ଫୁଲକୁଣ୍ଡରେ ଘରର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ମାନସମ୍ମାନ ବୃଦ୍ଧି ସହ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories