www.samajalive.in
Tuesday, December 9, 2025
19.1 C
Bhubaneswar

ଅନ୍ତର୍ଜାତୀୟ ନ୍ୟାୟ ଦିବସ

୧୯୮୮ ଜୁଲାଇ ୧୭ତାରିଖରେ ରୋମ୍‌ଠାରେ ବିଶ୍ବର ୧୨୦ଟି ଦେଶର ମିଳିତ ସହମତିରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ସ୍ଥାପନ ନେଇ ବୈଧାନିକ ନିଷ୍ପତ୍ତି ନିଆଯାଇଥିଲା। ୨୦୧୦ରୁ ଏହି ଜୁଲାଇ ୧୭ରେ ବିଶ୍ବସ୍ତରରେ ନ୍ୟାୟ ଦିବସ ପାଳିତ ହୋଇଆସୁଛି। ନ୍ୟାୟର ସମର୍ଥନ ଓ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଧିକାର ସପକ୍ଷରେ ସ୍ବର ଉତ୍ତୋଳନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ବିଶ୍ବର ପ୍ରମୁଖ ପ୍ରାନ୍ତରେ ଗଣହତ୍ୟା, ହିଂସା, ଅପରାଧ ବଢ଼ିଚାଲିଥିବାବେଳେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଏଦିଗରେ ବିଚାର ମଧ୍ୟ କରେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories