www.samajalive.in
Monday, December 15, 2025
16.1 C
Bhubaneswar

ବରିଷ୍ଠ ନାଗରିକ ସଂଘ ବୈଠକ

ଚୌଦ୍ୱାର : ନୂଆସାହି ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ ପରିଷଦ ଗୃହରେ ଅନୁଷ୍ଠିତ ବୈଠକରେ ଇଂ.ହରିହର ରଣା ଅଧ୍ୟକ୍ଷତା କରି ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସଂଘ ତରଫରୁ ଆଗାମୀ ଦିନରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ବରିଷ୍ଠ ନାଗରିକ ସଂଘର ସ୍ଥାୟୀ ଗୃହ ନିର୍ମାଣ ପାଇଁ କମିଟି ତରଫରୁ ବିଧାୟକଙ୍କୁ ନିବେଦନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଂଘ ସଦସ୍ୟ ପ୍ରସନ୍ନ କୁମାର ମିଶ୍ର, କାଉନସିଲର ଆଶୁତୋଷ ଦାସ, ତପନ କୁମାର ଦାସ, ଗୋଲଖ ଚନ୍ଦ୍ର ବିଶ୍ୱାଳ, ବୈଷ୍ଣବ ଜେନା, ଯୋଗେନ୍ଦ୍ର ସାହୁ, ବସନ୍ତ କୁମାର ନାୟକ, ଅମ୍ବୁଜ ସାମଲ, ଧନେଶ୍ୱର ବିଶ୍ୱାଳ, ରଘୁନାଥ ସ୍ୱାଇଁ, କ୍ଷୀରୋଦ ଚନ୍ଦ୍ର ତ୍ରୀପାଠୀ, ଜଗନ୍ନାଥ ପଣ୍ଡା, ବିନୟ କୁମାର ଦାସ, ନବ କିଶୋର ସାହୁ, ଅରୁଣ କୁମାର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନାଗରିକ ବୈଠକରେ ଯୋଗ ଦେଇଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories