ପାଟଣା: ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ହାଇସ୍କୁଲ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପଥକର ରୋଗୀଯାନ ଯୋଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ନିକଟସ୍ଥ ଛତିଆ ଗ୍ରାମର ଦେବାନନ୍ଦ ନାଏକ ଓ ଜଗନ୍ନାଥ ନାଏକ ବୋଲି ଜଣାପଡିଛି।
Popular Categories



