www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦେଢ଼ ମାସର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କଲା ମାଆ.. ଆଳି ଥାନା ପଦନୀପାଳ ଗାଁରେ ଝିଅକୁ ମାରି ଦେଇଥିବା ଅଭିଯୋଗ..

ବିଜେବି କଲେଜରେ ଛାତ୍ର ଅଶାନ୍ତି.. ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ.. ଜଣକୁ ମାରପିଟ ସହିତ ଜଣେ ଅଟକ ସୂଚନା..

- Advertisement -

ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ.. ଭୀମସାର ଓ ବ୍ରହ୍ମପୁର ଏମକେସିଜି ଛାତ୍ରଗୋଷ୍ଠୀ ମୁହାଁମୁହିଁ ସୂଚନା.. ‘ୟୁଫୋରିଆ’ କାର୍ଯ୍ୟକ୍ରମ ଚାଲୁଥିବାବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ.. ଜଣେ ଛାତ୍ର ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି.. ଅନ୍ୟ କିଛି ଛାତ୍ର ଆହତ ସୂଚନା..

୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ .. ଜି. କିଶନ ରେଡ୍ଡୀ ତେଲେଙ୍ଗାନା, ସୁନୀଲ ଜାଖଲ ପଞ୍ଜାବ, ଡି. ପୁରନ୍ଦେଶ୍ବରୀ ଆନ୍ଧ୍ରପ୍ରଦେଶ ଓ ବାବୁଲାଲ ମାର୍ଣ୍ଡିଙ୍କୁ ଝାଡଖଣ୍ଡ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଥିବା ସୂଚନା…

ପୁଣି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି..

ବାହାନଗା ରେଳ ଦୁର୍ଘଟଣା.. ଷ୍ଟେସନ ମାଷ୍ଟରଙ୍କ ଅବହେଳା ଘଟାଇଲା ଦୁର୍ଘଟଣା.. ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି.. ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ପ୍ରକାଶ…

ଝାନସୀରେ ଅଗ୍ନିକାଣ୍ଡ.. ୪ ମୃତ.. ଉତ୍ତରପ୍ରଦେଶ ଝାନସୀରେ ଏକ ଶୋ’ ରୁମ୍‌ରେ ନିଆଁ ଲାଗିଥିବା ସୂଚନା…

ଏସ୍‌ସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା .. ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି.. ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ..

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories