www.samajalive.in
Tuesday, December 9, 2025
26.1 C
Bhubaneswar

ରଥଯାତ୍ରା ନୀତି ବିଭ୍ରାଟ, ୯ ଘଣ୍ଟା ବିଳମ୍ବରେ ସରିଲା ହେରା ପଞ୍ଚମୀ ନୀତି

ପୁରୀ: ଶନିବାର ରାତି ୯ଟା ୩୦ ପରିବର୍ତ୍ତେ ରବିବାର ସକାଳ ୫ଟା ୫୦ରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସଂପନ୍ନ ହେଲା ଜଗତ ଜନନୀ ମହାଲକ୍ଷ୍ମୀଙ୍କ ହେରା ପଞ୍ଚମୀ ନୀତି। ଅଭିମାନରେ ନନ୍ଦିଘୋଷ ରଥ ଚକ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ। ଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯାଇ ଗୁପ୍ତରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ।

ଅନ୍ୟ ପକ୍ଷରେ ହେରା ପଞ୍ଚମୀ ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ନୀତି ମଧ୍ୟ ବିଳମ୍ବ ହୋଇଛି। ନୀତି ବିଳମ୍ବ ଯୋଗୁଁ ଦୁଇ ଦିନ ହେବ ପହୁଡ଼ ନୀତି ହୋଇପାରିନି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories