ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଦିବସ

୧୮୯୪ ଜୁନ୍ ୨୩ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଗଠନ ହୋଇଥିଲା। କମିଟି ଗଠିତ ହେବା ପରେ ୧୯୪୮ରୁ ଏହି ଦିନରେ ‘ଅନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’ ପାଳନ କରାଯାଉଛି। ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଅଲିମ୍ପିକ୍ ଦିବସରେ ଦୌଡ଼ ପ୍ରତିଯୋଗିତାର ଆୟୋଜନ ହୁଏ। ସାଧାରଣ ବର୍ଗର ଲୋକଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବା ସହ ନିତିଦିନିଆ ଜୀବନରେ ସ୍ବାସ୍ଥ୍ୟ ଉପରେ ଖେଳକୁଦର ପ୍ରଭାବ ରହିଛି ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ପ୍ରତିବର୍ଷ ଅଲିମ୍ପିକ୍ ଦିବସର ଆୟୋଜନ ହେଉଛି।

kalyan agarbati

Comments are closed.