www.samajalive.in
Sunday, December 7, 2025
23.1 C
Bhubaneswar

ଜଳିଗଲା ଚଳନ୍ତା ସ୍କର୍ପିଓ

ବାଲେଶ୍ଵର: ବାଲେଶ୍ବର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ରବିବାର ଏକ ଚଳନ୍ତା ସ୍କର୍ପିଓ ଜଳିଯାଇଛି। ସ୍କର୍ପିଓରେ ଚାଳକଙ୍କ ସମେତ ଦୁଇ ଜଣ ଥିଲେ। ଭ୍ୟାନ ଝରକା ଭାଙ୍ଗି ସେମାନେ ଗାଡ଼ି ଭିତରୁ ବାହାରି ଯାଇଥିବା ଜଣାପଡ଼ିଛି। ସ୍କର୍ପିଓଟି ବାଲେଶ୍ଵରରୁ ଭଦ୍ରକକୁ ଯାଉଥିବା ବେଳେ ଆଜି ଦିନ ୧୨ ଟା ୪୫ ସମୟରେ ଏହି ଘଟଣା ଘଟିଛି। ବାହାନଗା ବ୍ଲକ୍ ଷଠିରୁ ଦାମକଳ ବାହିନୀ ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories