www.samajalive.in
Sunday, December 14, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାହାନଗା ରେଳ ଦୁର୍ଘଟଣା ..

ବାହାନଗାରେ ରେଲୱେ ସେଫ୍ଟି କମିଶନର..

- Advertisement -

ସେଫ୍ଟି କମିଶନର ଶୈଳେଶ ପାଠକଙ୍କ ଅନୁଧ୍ୟାନ..

ଷ୍ଟେସନ ସିଗନାଲ ରୁମ୍‌‌ ସହ କଣ୍ଟ୍ରୋଲ ରୁମ୍‌‌ ବୁଲି ଦେଖିଲେ..

ପ୍ରାରମ୍ଭିକ ତଦନ୍ତ ଚାଲିଥିବା ନେଇ ସେଫ୍ଟି କମିଶନରଙ୍କ ସୂଚନା..

ସ୍ନାନ ମଣ୍ଡପରେ ଗତକାଲି ୧୦୮ ଗଡୁ ଜଳରେ ସ୍ନାନ ପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ଜ୍ଵର..

ଶ୍ରୀ ମନ୍ଦିର ଅଣସର ଘରେ ଚାଲିଛି ଦାରୁବ୍ରହ୍ମଙ୍କ ଗୁପ୍ତ ନୀତି.. ଆଜିଠୁ ଶ୍ରୀ ମନ୍ଦିରରେ ପଟିଦିଅଁ ପୂଜା..

ବରଗଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ.. ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ..

ଟ୍ରାକ ମରାମତି ପରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ..

ଦୁର୍ଘଟଣାସ୍ଥଳ ବାହାନଗା ଷ୍ଟେସନ ଦେଇ ଅତିକ୍ରମ କଲା..

ଘଣ୍ଟା ପ୍ରତି ୧୫/୨୦ କିମି ବେଗରେ ମନ୍ଥର ଗତିରେ ଗଲା..

ହାୱଡାରୁ ପୁରୀ ଅଭିମୁଖେ ବାହାରିଛି ବନ୍ଦେ ଭାରତ..

୫୧ ଘଣ୍ଟା ପରେ କାଲି ଟ୍ରାକ ମରାମତି କାମ ଶେଷ ହୋଇଥିଲା..

ବାହାନଗା ଦୁର୍ଘଟଣା ; ଏମ୍‌‌ସରେ ଅଛି ୯୯ଟି ମୃତଦେହ..

୧୨୩ଟି ମୃତଦେହରୁ ୨୪ଟି ଚିହ୍ନଟ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର..

୨୪ଟି ମୃତଦେହରୁ ପଶ୍ଚିମବଙ୍ଗର ସର୍ବାଧିକ ୧୫ , ବିହାରର ୫.. ଓଡିଶାର ୨ ଓ ଝାଡଖଣ୍ଡର ଗୋଟିଏ ମୃତଦେହ ହସ୍ତାନ୍ତର..

ଯାତ୍ରୀଙ୍କୁ ନେଇ କଲକାତା ଗଲା ୫୯ଟି ବସ୍‌‌.. କାଲି ପୁରୀରୁ ୨୦, ଭୁବନେଶ୍ୱରରୁ ୨୩, କଟକରୁ ୧୬ଟି ବସ୍‌‌ ଗଲା..

ବାହାନଗା ରେଳ ଦୁର୍ଘଟଣା ଦୃଷ୍ଟିରୁ ଯାତ୍ରୀଙ୍କୁ ମାଗଣା ବସ୍‌‌ ବ୍ୟବସ୍ଥା..

ବାହାନଗା ଟ୍ରେନ୍‌‌ ଦୁର୍ଘଟଣା ..

ଆଜି ୨ଟି ଟ୍ରେନ ବାତିଲ.. ପୁରୀ-ପାଟନା ବୈଦ୍ୟନାଥଧାମ୍‌‌ ଏକ୍ସପ୍ରେସ ଟ୍ରେନ୍‌‌ ବାତିଲ..

ଖୋର୍ଦ୍ଧା-ଖଡଗପୁର ଏକ୍ସପ୍ରେସ ଟ୍ରେନ୍‌‌ ମଧ୍ୟ ବାତିଲ..

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories