www.samajalive.in
Sunday, December 14, 2025
17.1 C
Bhubaneswar

ଲାଗି ରହୁଛି କି ଧନର ଅଭାବ ? ଜାଣନ୍ତୁ..

ଜ୍ୟୋତିଷ ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କ କୃପା ସହ ଘରେ ସୁଖଶାନ୍ତି, ଉନ୍ନତି ଓ ଧନ ବୃଦ୍ଧି ପାଇଁ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି। ସେହି ଉପାୟ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ହଳଦୀ ସହ ଜଡିତ ଏକ ସରଳ ଉପାୟ। ଗୁରୁବାର ଦିନ ହଳଦୀ ସହ ଜଡିତ କିଛି ଉପାୟ ଆପଣାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
ପର୍ସରେ କିମ୍ବା ଆଲମିରାରେ ହଳଦୀ ରଖିବା ଦ୍ୱାରା ଧନର ଅଭାବ ଦୂର ହୋଇ ଧନ ବୃଦ୍ଧି ହୋଇଥାଏ।
ଗୁରୁବାର ଦିନ ପର୍ସରେ ଗୋଟା ହଳଦୀ ଖଣ୍ଡ ରଖିବା ଦ୍ୱାରା ବୃହସ୍ପତି ଗ୍ରହ ଶାନ୍ତ ହୋଇଥାଆନ୍ତି। ଏହାସହ ଶୁଭଫଳ ମିଳିଥାଏ।
ହଳଦୀ ରଖିବା ଦ୍ୱାରା ପୂର୍ବରୁ ଅଟକି ଥିବା ଧନ ପ୍ରାପ୍ତି ହୋଇଥାଏ।
ପର୍ସରେ ହଳଦୀ ରଖିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ପର୍ସରେ ସର୍ବଦା ଟଙ୍କା ରହିଥାଏ। ଧନର ଆଦୌ ଅଭାବ ହୋଇନଥାଏ।
ପର୍ସରେ ଖଣ୍ଡ ହଳଦୀ ରଖିବା ଦ୍ୱାରା ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ। ଜୀବନରେ ଆସିବାକୁ ଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ମାନ୍ୟତା ଅନୁଯାୟୀ ପର୍ସରେ ହଳଦୀ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ମଧ୍ୟ କୃପା ମିଳିଥାଏ।
ହଳଦୀକୁ ଆଲମିରାରେ ରଖିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଏଥିପାଇଁ ହଳଦୀକୁ ଏକ ଲାଲ କିମ୍ବା ହଳଦୀ ରଙ୍ଗର କପଡାରେ ହଳଦୀ ଖଣ୍ଡକୁ ରଖି ଏହାକୁ ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନର ଆଦୌ ଅଭାବ ହେବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories