www.samajalive.in
Monday, December 15, 2025
24.1 C
Bhubaneswar

ବିଜେପିର ମହା ଜନସମ୍ପର୍କ କର୍ମଶାଳା

କାମାକ୍ଷାନଗର: କାମାକ୍ଷାନଗର ବିଜେପି ପକ୍ଷରୁ ମହା ଜନସମ୍ପର୍କ କର୍ମଶାଳା ଭାଲୁଖିଆଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଢେଙ୍କାନାଳ ଲୋକସଭାର ବିସ୍ତାରକ ଅମୃତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଦଳର କାର୍ଯ୍ୟକର୍ତ୍ତା ଘର ଘର ବୁଲି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବା ସହ ମିସ୍‌ଡ କଲ୍ ଦ୍ବାରା କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଲାଭର୍ଥୀମାନଙ୍କୁ ଯୋଡିବା, ପ୍ରତି ଶକ୍ତିକେନ୍ଦ୍ରରେ ଶହେରୁ ଊର୍ଦ୍ଧ୍ବ ଲାଭର୍ଥୀ ସମ୍ମିଳନୀ କରିବା ଏବଂ ଆସନ୍ତା ଜୁନ ମାସରେ ଏକ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ ନେଇ ମଣ୍ଡଳରେ ଏକ ସାଧାରଣ ସଭା ଅନୁଷ୍ଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ମଣ୍ଡଳ ସଭାପତି ବିଜୟ ମଲ୍ଲିକ, ଚନ୍ଦନ ବେହେରା, ପ୍ରସାଦ ସେଠୀ, ରଶ୍ମି ଦାସ, ପ୍ରମୋଦ ଭୋଇ, ବଳରାମ ସାହୁ, ଦିଗମ୍ବର ସ୍ୱାଇଁ, ଅନିଲ ଦାସ, ହାଡ଼ିବନ୍ଧୁ ସ୍ୱାଇଁ, ସନାତନ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories