www.samajalive.in
Sunday, December 14, 2025
26.1 C
Bhubaneswar

ସୁନ୍ଦର ପିଚାଇଙ୍କୁ କ୍ଷତିପୂରଣ ୧୮୫୪ କୋଟି ଟଙ୍କା

ୱାଶିଂଟନ: ଗୁଗଲ୍‌‌ର ମୂଳ କମ୍ପାନୀ ଆଲ୍‌‌ଫାବେଟ ସିଇଓ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ କ୍ଷତିପୂରଣ ଆକାରରେ ୧୮୫୪ କୋଟି ଟଙ୍କା ପ୍ରଦାନ କରାଯାଉଛି। ସେଥିମଧ୍ୟରେ ପ୍ରାୟ ୨୧୮ ନିୟୁତ ଡଲାର (ପ୍ରାୟ ୧୭୮୮ କୋଟି ଟଙ୍କା) ମୂଲ୍ୟର ଷ୍ଟକ୍‌‌ ଅନ୍ତର୍ଭୁକ୍ତ। ଶୁକ୍ରବାର ପ୍ରତିଭୂତି କାଗଜ ଦାଖଲ ସମୟରେ ଏହା କମ୍ପାନୀ ଦର୍ଶାଇଛି। ଆଲ୍‌‌ଫାବେଟ୍ର କର୍ମଚାରୀମାନେ ପାଇଥିବା ସର୍ବୋତ୍ତ ବେତନର ଏହା ୮୦୦ଗୁଣରୁ ଅଧିକ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ଆମେରିକାର ମାଉଣ୍ଟେନ୍‌‌ ଭିୟୁସ୍ଥିତ ଏହି କମ୍ପାନୀ ୨୦୨୨ ଜାନୁଆରୀରେ ବିଶ୍ୱସ୍ତରରେ ୧୨ ହଜାର କର୍ମଚାରୀଙ୍କୁ ବିଦା କରିବା ଯୋଜନା ଘୋଷଣା କରିଥିଲା, ଯାହା କମ୍ପାନୀର ମୋଟ ଲୋକଶକ୍ତିର ପ୍ରାୟ ୬ ପ୍ରତିଶତ। ଏହାସତ୍ତ୍ବେ ପିଚାଇଙ୍କୁ ବିପୁଳ ପରିମାଣର କ୍ଷତିପୂରଣ ପ୍ରଦାନକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories